(Approved by Ministry of Information & Broadcasting, Government of India)
Hot    I Privacy Policy I Down load Application Form

Hot News
ରାଣ୍ଡୁଆ ପୁତୁରା....ପିଉସୀ ସହିତ ଜବରଦସ୍ତି ସମ୍ପର୍କର ଉଦ୍ୟମରେ ବିଫଳ ହେବାରୁ ,ଛୁରୀରେ ପିଉସୀର ଗଳା କାଟି ହତ୍ୟା କଲା

ହଟ ନ୍ୟୁଜ ବୌଦ୍ଧ ଜିଲ୍ଲା (୧ଜୁଲାଇ ୨୦୧୯ ) ମିଳିଥିବା ସୂଚନାରୁ ଜଣାଯାଏ,ବୌଦ୍ଧ କଣ୍ଟାମାଲ ଥାନା ଅନ୍ତର୍ଗତ ଆଶ୍ରେ ଗାଁ ରେ ଜଣେ ରାଣ୍ଡୁଆ ପୁତୁରା ବିନୋଦ ଦୀପ  ନିଜ ପିଉସୀ କବିତା ଦୀପ ସହିତ ବିଳମ୍ବିତ ରାତ୍ରିରେ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିବା ବେଳେ ପିଉସୀ ରାଜି ନହେବାରୁ ରାଣ୍ଡୁଆ ପୁତୁରା ଏକ ଧାରୁଆ ଛୁରୀରେ ପିଉସୀର ତଣ୍ଟି କାଟି ଦେଇଥିଲା । ଗୁରୁତର ଅବସ୍ଥାରେ କବିତାକୁ ସୋନପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ କବିତା ଅଧିକ ସମୟ ରହିପାରିଲା ନାହିଁ  ସେଠାରେ ମୃତ୍ୟୁ ହୋଇଯାଇଥିଲା । ଏହାପରେ କଣ୍ଟାମାଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ କରୁଛି । ତେବେ ଅଭିଯୁକ୍ତ ରାଣ୍ଡୁଆ ବିନୋଦ ଫେରାର ହୋଇଯାଇଛି । 

 

 

Video Advertisment