(Approved by Ministry of Information & Broadcasting, Government of India)
Hot    I Privacy Policy I Down load Application Form

Hot News
ବୌଦ୍ଧ ଜିଲ୍ଲା ଶିଶୁ ବିଭାଗ ସମ୍ମୁଖରେ ମଇଳା ଆବଜର୍ନା ପୁରିଛି ,ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ସୋଇଛି .....

ହଟ ନ୍ୟୁଜ ବୌଦ୍ଧ ଜିଲ୍ଲା(୨ଜୁଲାଇ ୨୦୧୯ ) ମିଳିଥିବା ସୂଚନାରୁ ଜଣାଯାଏ,ବୌଦ୍ଧ ଜିଲ୍ଲା ଶିଶୁ ବିଭାଗ ସମ୍ମୁଖରେ ଗଦା ଗଦା ଅଳିଆ ସଫା କରିବାକୁ ଗୋଟିଏ କର୍ମଚାରୀ ନାହିଁ । ସାମାନ୍ୟ ବର୍ଷା ହେଲେ କଦଳୀ ଭେଳା ଚାଲିବ । ଏଭଳି ସମସ୍ୟାରେ ଶିଶୁ ବିଭାଗ ରେ ଛୁଆ ଭଲ ହେବେ କଣ ? ବରଂ ଓଲଟା ମ୍ୟାଲେରିଆ ରୋଗ କିଣିକି ନେବେ ...ଏହି ଦୃଶ୍ୟ ନଜରକୁ ଆସିଲା ପରେ ପବ୍ଲିକରେ ଚର୍ଚ୍ଚା ହେଉଛି ସରକାରଙ୍କ ସ୍ଵଛଭାରତ ମିଶନ କେବଳ କାଗଜ କଲମରେ ....ଏବଂ ଏହି ଯୋଜନା ମାଧ୍ୟମରେ ଅଧିକାରୀ ମାନେ ଲକ୍ଷ ଲକ୍ଷ ଟଙ୍କା ଚାଟି ଖାଇଯାଉଛନ୍ତି । ଆପଣ ମାନେ ଜାଣିଥିବେ ସରକାର ପାଇଖାନା ପାଇଁ ରାଜକୋଷ ରୁ ଲକ୍ଷ ଲକ୍ଷ କୋଟି ବ୍ୟୟବରାଦ କରି ପବ୍ଲିକଙ୍କ ପାଇଁ ପାଇଖାନା ଆସିଲା ଆଜିବି ବାଟ ହଗୁରା ସଂଖ୍ୟା କମିଛି କି ? ସେହିଭଳି ବୌଦ୍ଧ ମେଡିକାଲ ଅବସ୍ଥା ସେଇଆ ,କେବଳ ରୋଗୀ ଙ୍କ ସାଙ୍ଗରେ ଆସୁଥିବା ପରିବାର ଲୋକେ ନାହିଁ ନଥିବାର ଅସୁବିଧା ସମ୍ମୁଖ ହେବା ସାଙ୍ଗକୁ ଅଧିକାଂଶ ଲୋକ ମ୍ୟାଲେରିଆ ପୁରସ୍କାର ନେଇକି ଯାଉଛନ୍ତି ।

 

 

 

Video Advertisment