(Approved by Ministry of Information & Broadcasting, Government of India)
Hot    I Privacy Policy I Down load Application Form

Hot News
ବାହୁଡା ଯାତ୍ରାରେ ଭକ୍ତ ମାନଙ୍କର ଅସନ୍ତୋଷ ବଢିଲା ,ଏଥିପାଇଁ ଦାୟୀ କିଏ ?

ପୁରୀ ଜିଲ୍ଲା (ହଟ ନ୍ୟୁଜ) ମିଳିଥିବା ସୂଚନାରୁ ଜଣାଯାଏ,ମହାପ୍ରଭୁ ଜଗନ୍ନାଥ ଙ୍କ ବାହୁଡା ଯାତ୍ରା ସମୟ ଦିବା ୪ଟା ରେ ମାଉସୀ ମା' ଘର ପାଖରୁ ଆସିବାରେ ଥିଲା । କିନ୍ତୁ ଅଚାନକ ବାହୁଡା ଯାତ୍ରା ଦିନ ସମୟ ବଦଳା ଯାଇ ଦିନ ୧ଟା ସମୟରେ ଅଚାନକ ରଥଟଣା ଆରମ୍ଭ କରିଥିଲେ । ଯାହାଦ୍ୱାରା ପୁରୀ ବାସିନ୍ଦା ଙ୍କ ଘରେ ଘରେ ଥିବା ହଜାର ହଜାର କୂଣିଆମାନଙ୍କ ସହିତ ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ବାହୁଡା ଯାତ୍ରା  ଦେଖିବା ପାଇଁ ଚାଲି ଚାଲି ଆସିବାକୁ ସମୟ ପାଇ ନଥିଲେ । ସେଥିପାଇଁ ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ବାହୁଡା ଯାତ୍ରା ଦର୍ଶନ କରିବାରେ ବିଫଳ ହେଲେ ଏବଂ ଭକ୍ତ ମାନଙ୍କ ଭିତରେ ବହୁ ଅସନ୍ତୋଷ ଦେଖା ଦେଇଥିଲା । 

 

 

Video Advertisment