ହଟନ୍ୟୁଜ ବୌଦ୍ଧ (୨୬/୦୮ ,୨୦୧୯ ),ପ୍ରାପ୍ତ ସୂଚନା ଅନୁଯାଇ ଆଜି ସକାଳ ସମୟରେ ବୌଦ୍ଧ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ରମାକାନ୍ତ ସେଠୀ ଜିଲ୍ଲା ହେଡକ୍ଵାଟର କୁ ଫେରୁଥିବା ସମୟରେ, ତାଙ୍କ ଡ୍ରାଇଭରଙ୍କ ବେପୁରୁଆ ଗାଡି ଚାଳନା ପାଇଁ... ଚାରିଛକ ନିକଟସ୍ଥ କଲରାକୋଠା ଠାରେ ଏକ ବିରାଟ ଗଛର ପଛ ପାଖରେ ପିଟି ହୋଇ ମୃତ୍ୟୁ ହୋଇଛି । ସେ ଜଣେ ଉଦାର ବ୍ୟକ୍ତି ଥିଲେ । ତାଙ୍କ ମୃତ୍ୟୁ ଖବରରେ ସାରା ବୌଦ୍ଧବାସୀଙ୍କ ସହିତ ଜିଲ୍ଲା ପ୍ରଶାସନ ମଧ୍ୟ ମର୍ମାହତ । ଏହି ମୃତ୍ୟୁ ଖବର ପାଇ ବୌଦ୍ଧ ବୁଦ୍ଧିଜୀବୀ ମହଲରେ ସବୁଠି ଚ୍ଚର୍ଚା, ଆଜି ଜିଲ୍ଲା ଏକ ଭଲ ପ୍ରଶାସନ ଅଧିକାରୀଙ୍କୁ ହରାଇଲା ।
|