(Approved by Ministry of Information & Broadcasting, Government of India)
Hot    I Privacy Policy I Down load Application Form

Hot News
ବରଗଡ ଜିଲ୍ଲା ରାଜବୋଡାସମ୍ବର ପଞ୍ଚାୟତ ସମିତି ଅଫିସରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସାଙ୍ଗକୁ ଭର୍ତ୍ତା ବଣ୍ଟନ ପୋଗ୍ରାମ ହୋଇଯାଇଛି

ହଟ ନ୍ୟୁଜ,( ବରଗଡ ଜିଲ୍ଲା) ପ୍ରାପ୍ତ ସୂଚନା ଅନୁଯାଇ ୨୯ଅଗଷ୍ଟ ୨୦୧୯ରିଖରେ ବରଗଡ ଜିଲ୍ଲା ରାଜବୋଡାସମ୍ବର ପଞ୍ଚାୟତ ସମିତି ଅଫିସରେ ସ୍ଥାନୀୟ ଲୋକପ୍ରିୟ ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ୨୦୧୯-୨୦ ବର୍ଷର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସାଙ୍ଗକୁ ଭର୍ତ୍ତା ବଣ୍ଟନ ପ୍ରୋଗ୍ରାମ  କରିଥିଲେ । ଏହି ପ୍ରୋଗ୍ରାମରେ ସ୍ଥାନୀୟ ବ୍ଲକ ଚେୟାରମ୍ୟାନ କୁମର ମଣି ନାୟକ ,ପଦ୍ମପୁର ବିଡିଓ ଏଲିଜା ମିଶ୍ର ଯୋଗଦାନ କରିଥିବା ବେଳେ ସ୍ଥାନୀୟ ବରିକେଲ ,ଭେଉଁରିଆ,ଖଲିଆପାଲି ପଞ୍ଚାୟତରୁ ହଜାର ହଜାର ଲୋକ ମାନଙ୍କର ଭିଡ ଜମିଥିଲା ।    

 

 

Video Advertisment