(Approved by Ministry of Information & Broadcasting, Government of India)
Hot    I Privacy Policy I Down load Application Form

Hot News
ନୂଆଖାଇ ଉପଲକ୍ଷେ ବରିକେଲ ପଞ୍ଚାୟତର ନିର୍ମାଣ ଶ୍ରମିକ ସଂଘ ତରଫରୁ ସ୍ଵଛ ଭାରତ ମିଶନ କାଯ୍ୟକ୍ରମ ହୋଇଯାଇଛି ।

ହଟ ନ୍ୟୁଜ(ବରଗଡ ଜିଲ୍ଲା )ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ଭେଟ ଘାଟ ଉପଲକ୍ଷେ ଅଞ୍ଚଳ ଝଲମଲ ହୋଇ ଉଠିଥିବା ବେଳେ ବରଗଡ ଜିଲ୍ଲା ପଦ୍ମପୁର ସବଡିଭିଜନ ବରିକେଲ ପଞ୍ଚାୟତର ନିର୍ମାଣ ସଂଘ ତରଫରୁ ସ୍ଵଛ ଭାରତ ମିଶନ କାଯ୍ୟ କରାଯାଇଥିଲା । ମା ସମଲାଇ କୃପାରୁ ସମସ୍ତଙ୍କ ଭଲ ମନାସି  ନୂଆଖାଇ ଅବସରରେ ଗାଁ ର ସବୁ ଏରିଆକୁ ସଫା କରିବା ସାଙ୍ଗକୁ ସଂଘର ସବୁ ସଦସ୍ୟ ଏହିଦିନ ସୁଖ ଶାନ୍ତି ରେ ନୂଆଖାଇ ପାଳନ କରିଥିଲେ । ସଭାପତି ଭକ୍ତ ଚରଣ ସାହୁ ,ଉପ ସଭାପତି ସୁରେଶ ପାଣ୍ଡି ,ମଣିଧର ବୁଡେକ ,ଗଙ୍ଗାଧର ଜଲ,ନୀଳକଣ୍ଠ ମାରହି ,ନରେନ୍ଦ୍ର ରଣାଙ୍କ ସମେତ ସଂଘର ବହୁ ସଦସ୍ୟ ଯୋଗଦାନ କରିଥିଲେ ।  

 

 

Video Advertisment