(Approved by Ministry of Information & Broadcasting, Government of India)
Hot    I Privacy Policy I Down load Application Form

Hot News
ପୁରୀ ଇନ୍ଦୋର ଷ୍ଟାଡିୟମ ରେ ବକ୍ସିଙ୍ଗ ଚମ୍ପିୟାନ ସିପି ୨୦୧୯ ଖେଳ ଶେଷ...

ହଟ ନ୍ୟୁଜ,ପୁରୀ : ମିଳିଥିବା ସୂଚନାରୁ ଜଣାଯାଏ,ପୁରୀ ଇନ୍ଦୋର ଷ୍ଟାଡିୟମ ଠାରେ ଉତ୍କଳ ୟୁନିଭରସିଟି ଇଣ୍ଟରନେଟ କଲେଜ ବକ୍ସିଙ୍ଗ ଚମ୍ପିୟାନ ସିପି ୨୦୧୯ ହୋଇଯାଇଛି । ପୁରୁଷ ଏବଂ ମହିଳା  ବିଭାଗ ର ପ୍ରତିଯୋଗୀତାରେ ପୁରୀ ସୂରଜ ମଲସାହା ମହିଳା ବକ୍ସିଙ୍ଗ ଟିମ ଚମ୍ପିୟାନ ହୋଇ କଲେଜ ର ଗୌରବ ଅର୍ଜନ କରିଥିଲେ । ଏହି ଅବସରରେ ପୁରୀ ସଦର ପୂର୍ବତ୍ତନ ବିଧାୟକ ମହେଶ୍ଵର ମହାନ୍ତି ଉପସ୍ଥିତ ରହି ଖେଳାଳି ମାନଙ୍କ ସହିତ ସାକ୍ଷାତ କରି ଆଗକୁ ଆହୁରି ଉର୍ନତି କରି ପୁରୀ ଜିଲ୍ଲାର ଟେକ ରଖ ବୋଲି କହିଥିଲେ । 


 

Video Advertisment