Hot News ରାୟଗଡା, ପ୍ରାପ୍ତ ସୂଚନା ଅନୁଯାୟୀ ୧୯ ସେପ୍ଟେମ୍ବର ୨୦୨୪ ରୀଖରେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ନକଟିଗୁଡା ପଞ୍ଚାୟତ ଭବନ ଠାରେ ଗ୍ରାମାଞ୍ଚଳ ମହିଳା ମାନେ କେମିତି ଆର୍ଥିକ ସ୍ଥିତିରେ ସ୍ଵାବଲମ୍ବୀ ହେବେ ? ଏମିତିକି ଉତ୍ପାଦିତ ମାଣ୍ଡିଆ(Millet) ଦ୍ଵାରା ବିଭିନ୍ନ ପ୍ରକାର ଖାଦ୍ଯ ପ୍ରସ୍ତୁତକାରୀ ପ୍ରଣାଳୀ ଉପରେ ତାଲିମ ପ୍ରଦାନ କରାଯାଇଥିଲା । ଏହାଦ୍ବାରା ଗ୍ରାମାଞ୍ଚଳ ମହିଳା ମାନେ ମାଣ୍ଡିଆରୁ ବିଭିନ୍ନ ପ୍ରକାରର ଖାଦ୍ଯ ଦ୍ରବ୍ୟ ପ୍ରସ୍ତୁତ କରୀ ବଜାରରେ କ୍ରୟ କରୀ ରୋଜଗାର କ୍ଷମ ହୋଇପାରିବ । ଏହି ସମସ୍ତ କାର୍ଯ୍ୟ କ୍ରମ ଆଇଡ଼ିବିଆଇ ବ୍ଯାଙ୍କ (IDBI BANK) Support ଦ୍ଵାରା ସମ୍ଭବ ହୋଇଥିଲା ।
|